ସୁବାଦାର୍ Subādār

  • ବୈଦେ. ବି (ଆ. ସୁବେଦାର୍) — ଗୋଟିଏ ସୁବାର ଅର୍ଥାତ୍ ପ୍ରଦେଶର ବା ରାଜକୀୟ ଶାସନ— କର୍ତ୍ତା — The Governor of a Province
  • ବୈଦେ. ବି (ଆ. ସୁବେଦାର୍) — (ଊ—ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦାଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର୍ ତମ୍ବାପାଟିଆ ସନନ୍ଦ ଦେଇଅଛନ୍ତି—ଫକୀରମୋହନ— ଛମାଣ ଆଠଗୁଣ୍ଠ।)
  • ବୈଦେ. ବି (ଆ. ସୁବେଦାର୍) — ଦେଶୀୟ ପଲଟଣ ବା ପଦାତିମାନଙ୍କ ସରଦାରଙ୍କ ଉପାଧି — Subardar; a title given to an Indian captain of soldiers
  • ବୈଦେ. ବି (ଆ. ସୁବେଦାର୍) — ପାହରାବାଲା ବା ମିଲିଟେରୀ ପୋଲିଶ କନିଷ୍ଟବଲମାନଙ୍କ ସର୍ଦ୍ଦାର — A Head- constable of the military police; head warder