ସୁବାକ୍ୟ Subākya

  • ସଂ. ବି — ଉତ୍ତମ ବାକ୍ୟ — Good speech
  • ସଂ. ବି — ମଧୁର ବାକ୍ୟ — Sweet speech
  • ସଂ. ବିଣ. ପୁଂ — ମଧୁରଭାଷୀ (ହି. ଶ] — Sweet of speech
  • ସଂ. ବିଣ. ପୁଂ — ସୁବାଗ୍ମୀ (ହି. ଶ) — Very eloquent