ସୁବସନ୍ତ Subasanta

  • ସଂ. ବି — ସୁଜାତୀୟ ଅର୍ଥାତ୍ ସାମାନ୍ୟ କଷ୍ଟପ୍ରଦ ବସନ୍ତ ରୋଗ — Mild form of small pox
  • ସଂ. ବି — ମନୋରମ ବସନ୍ତ କାଳ — Charming spring season
  • ସଂ. ବି — ଚୈତ୍ରାବଳୀ (ତ୍ରିକାଣ୍ଡ ଶେଷ); ବାସନ୍ତୀ, ଚୈତ୍ରପୂର୍ଣ୍ଣିମା — The fullmoon of 'Cha̲i̱tra
  • ସଂ. ବି — ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠେୟ ମଦନୋତ୍ସବ — A feast honour of Cupid held on Cha̲i̱tra fullmoon