ସୁବଲ୍ଲି Suballi

  • ସଂ. ବି — ସୋମରାଜୀ (ଅମର ଭରତ); ବାକୁଚି — Serratula Anthelmintica
  • ସଂ. ବି — କଟୁକୀ (ହି. ଶ) (ଦେଖ) — Kaṭukī (See)
  • ସଂ. ବି — ପୁତ୍ରଦାତ୍ରୀ ଲତା (ହି. ଶ) — A herbarious creeper