ସୁବର୍ଣ୍ଣା Subarṇṇā
- ସଂ. ବିଣ. ସ୍ତ୍ରୀ — ସୁବର୍ଣ୍ଣର ସ୍ତ୍ରୀଲିଙ୍ଗ — Feminine of Subarṇṇa
- ବି — କୃଷ୍ଣାଗୁରୁ (ମେଦିନୀ) (ଦେଖ) — Kṛushnāguru (See)
- ବି — ବାଡ଼ିଅଅଁଳା (ଶବ୍ଦଚନ୍ଦ୍ରିକା) (ଦେଖ) — Bāṟḍ̠i-aañḻā (See)
- ବି — ସ୍ୱର୍ଣ୍ଣ କ୍ଷୀରୀ [ରାଜନିର୍ଘଣ୍ଟ] — Gomboje thistle
- ବି — ହରିଦ୍ରା; ହଳଦୀ [ରାଜନିର୍ଘଣ୍ଟ] — Turmeric
- ବି — ଇନ୍ଦ୍ରବାରୁଣୀ [ହି. ଶ] — Colocynth
- ବି — [ନାମ]—ଅଗ୍ନିଙ୍କର ସାତ ଜିହ୍ୱା ମଧ୍ୟରୁ ଏକ [ହି. ଶ.] — One of the seven tongues of the Fire god
- ବି — [ନାମ଼] ଲକ୍ଷ୍ୱାକୁଙ୍କ କନ୍ଯା ଓ ସୁହୋତ୍ରଙ୍କ ସ୍ତ୍ରୀ (ହି. ଶ] — Name of the sife of king suhotra