ସୁବର୍ଣ୍ଣରେଖା Subarṇṇarekhā
- ଦେ. ବି — ଓଡ଼ିଶା ମଧ୍ୟ ଦେଇ ପ୍ରବାହିତ ହେଉଥିବା ନଦୀବିଶେଷ — Name of a river flowing through Orissa
- ଦେ. ବି — [ଦ୍ର— ଏହା ଛୋଟନାଗପୁରରୁ ବାହାରି ମାନଭୂମ, ସିଂହଭୂମି ଓ ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ହୋଇ ବଙ୍ଗୋପ— ସାଗରରେ ପଡ଼ିଅଛି। ପୂର୍ବେ ଏହାର ବାଲିରୁ ସୁନା ମିଳୁଥିବାରୁ ଏହାର ଏହି ନାମ ହୋଇଅଛି। ଜଳେଶ୍ୱର ଏହି ନଦୀତୀରେ ଅବସ୍ଥିତ।]
- ଦେ. ବି — ଓଡ଼ିଶା ଉପକୂଳର ପ୍ରାଚୀନ ବନ୍ଦରବିଶେଷ — Name of an ancient sea port in the coast of Orissa
- ଦେ. ବି — ଗଞ୍ଜାମ ଜିଲ୍ଲାରେ ମିଳୁଥିବା ସିନ୍ଦୂରୀ ଆମ୍ବବିଶେଷ — Name of a reddish coloured mango produced in Gan̄jām
- ଦେ. ବି — ଉପେନ୍ଦ୍ର ଭଞ୍ଜକୃତ କ୍ଷୁଦ୍ର କାବ୍ୟ ବିଶେଷ — Name of a small poem by Bhan̄ja