ସୁବର୍ଣ୍ଣକ Subarṇṇaka
- ସଂ. ବି (ସୁବର୍ଣ୍ଣ+କ) — ସୁନା — Gold
- ସଂ. ବି (ସୁବର୍ଣ୍ଣ+କ) — ପିତ୍ତଳ — Brass
- ସଂ. ବି (ସୁବର୍ଣ୍ଣ+କ) — ସୁନା ଓଜନର ପ୍ରାଚୀନମାନ ବିଶେଷ; 1 କର୍ଷ — ସୁନା ଓଜନର ପ୍ରାଚୀନମାନ ବିଶେଷ;1କର୍ଷ—. A standard of weight of gold
- ସଂ. ବି (ସୁବର୍ଣ୍ଣ+କ) — ସୁନାରୀ ଗଛ (ଦେଖ) — Cassia Fistula
- ସଂ. ବି (ସୁବର୍ଣ୍ଣ+କ) — ସ୍ୱର୍ଣ୍ଣକ୍ଷୀରୀ (ଦେଖ) (ହି. ଶ) — Swarṇṇa kshīrī (See)
- ସଂ. ବିଣ — ସୁବର୍ଣ୍ଣ (ଦେଖ) — Subarṇṇa (See)