ସୁବର୍ଣ୍ଣ ୟୂଥିକା Subarṇṇa j̄ūthikā
- ସଂ. ବି — ପୀତବର୍ଣ୍ଣ ଯୁଇଫୁଲ; ପୀତଯୂଥୀ; ସ୍ୱର୍ଣ୍ଣ— ଯୂଇ; ହଳଦିଆ ଯୂଇ — Yellow species of Jasminum Revolutum
- ସଂ. ବି — [ଦ୍ର—ଏଥିର ଗୁଣ ସ୍ୱାଦୁତ୍ୱ, ଶିଶିରତ୍ୱ, ପିତ୍ତଦାହତ୍ମଷାନିକାରକତ୍ୱ, ଜରା ଦୋଷନାଶକତ୍ୱ, ବ୍ରଣାସ୍ରମୂଖ ଦନ୍ତାକ୍ଷି— ଶିରୋରୋଗବଷାପହତ୍ୱ—ଭାବପ୍ରକାଶ, ରାଜନିର୍ଘଣ୍ଟ।]