ସୁବର୍ଣ୍ଣ ବର୍ଣ୍ଣ Subarṇṇa barṇṇa
- ସଂ. ବି (ମ. ପ. ଲୋ; ସୁବର୍ଣ୍ଣ ସଦୃଶ ବର୍ଣ୍ଣ) — ସୁନା ପରି ବର୍ଣ୍ଣ ବା ରଙ୍ଗ — Golden colour
- ସଂ. ବି (ମ. ପ. ଲୋ; ସୁବର୍ଣ୍ଣ ସଦୃଶ ବର୍ଣ୍ଣ) — (ବହୁବ୍ରୀହି)—ବିଷ୍ଣୁ ସହସ୍ରନାମୋକ୍ତ ବିଷ୍ଣୁଙ୍କର ଗୋଟିଏ ନାମ — A name of Bishṇu
- ବିଣ. ପୁଂ (ବହୁବ୍ରୀହି) — ସୁନାପରି ବର୍ଣ୍ଣବିଶିଷ୍ଟ; ହେମାଙ୍ଗ; ସୁନେଲି — Of golden colour