ସୁବର୍ଣ୍ଣ ପୁର Subarṇṇa pura

  • ଦେ. ବି — କଟକ ଜିଲ୍ଲାର ବାଙ୍କି ଅନ୍ତର୍ଗତ ଗୋଟିଏ ବଡ଼ ଗ୍ରାମ — Name of a village of Bāṅki of the district of Cuttack
  • ଦେ. ବି — [ଦ୍ର—ଏହା ଅଂଶୁପା ହ୍ରଦ ନିକଟରେ ଅବସ୍ଥିତ। ଅଂଶୁପା ହ୍ରଦରେ ଯେତେ ପଦ୍ମଫୁଲ ଓ ଶିଂଘଡ଼ା ଅଛି, ଅନ୍ୟତ୍ର ତାହା ଦେଖାଯାଏ ନାହିଁ। ଶରଣ୍ଡା ମୁଣ୍ଡିଆ ଏହାର ତୀରରେ ଦଣ୍ଡାୟମାନ।]
  • ଦେ. ବି — ସୋନପୁର (ଦେଖ) — Sonapura (See)