ସୁବନ୍ ଅଲ୍ଲା Subn allā

  • ବୈଦେ. ଅ (ଆ. ସୁବହାନ୍ ଅଲ୍ଲା)— (ହର୍ଷ ବା ଆଶ୍ଚର୍ଯ୍ୟ ପ୍ରକାଶ କରିବା ପାଇଁ ମୁସଲମାନଙ୍କ ବ୍ଯବହୃତ ବାକ୍ୟ) — ବାଃ ବାଃ! — Well done!
  • ବୈଦେ. ଅ (ଆ. ସୁବହାନ୍ ଅଲ୍ଲା)— (ହର୍ଷ ବା ଆଶ୍ଚର୍ଯ୍ୟ ପ୍ରକାଶ କରିବା ପାଇଁ ମୁସଲମାନଙ୍କ ବ୍ଯବହୃତ ବାକ୍ୟ) — ଧନ୍ୟ ଧନ୍ୟ! — Bravo!