ସୁବଚନ Subachana

  • ସଂ. ବି. (କର୍ମଧା) — ସୁନ୍ଦର ବଚନ — Sweet or nice words
  • ସଂ. ବିଣ. ପୁଂ (ବହୁବ୍ରୀହି) — ସୁନ୍ଦର ବଚନ ଯୁକ୍ତ — Sweet speaking