ସୁବକ୍ତ୍ର Subaktra

  • ସଂ. ବି (କର୍ମଧା) — ସୁନ୍ଦର ମୁଖ — A nice face
  • ସଂ. ବି (କର୍ମଧା) — ବନବର୍ବରୀ (ରାଜନିର୍ଘଣ୍ଟ) — A kind of wild basil plant
  • ସଂ. ବି (କର୍ମଧା) — ଶିବ (ହି.ଶ) — Ṡiba
  • ସଂ. ବି (କର୍ମଧା) — (ନାମ) ସ୍କନ୍ଦଙ୍କ ଅନୁଚରବିଶେଷ (ହି.ଶ) — Name of an attendant of skanda
  • ସଂ. ବି (କର୍ମଧା) — ଦନ୍ତବକ୍ତ୍ରଙ୍କର ଏକ ପୁତ୍ର (ହି.ଶ) — Name of a son of Dantabaktra
  • ସଂ. ବିଣ. ପୁଂ (ବହୁବ୍ରୀହି) — ସୁନ୍ଦର ମୁଖଯୁକ୍ତ — Having a nice face