ସୁବଂଶ Subaṁṡa

  • ସଂ. ବି — ଉତ୍ତମ ବଂଶ — Good family
  • ସଂ. ବି — (ନାମ) ଭାଗବତ ଅନୁସାରେ ବସୁଦେବଙ୍କ ଏକ ପୁତ୍ର (ହି.ଶ) — Name of a son of Basudeba