ସୁପ୍ରସାଦ Suprasāda

  • ସଂ. ବି — ସୁପ୍ରସନ୍ନତା; ଅତ୍ୟନ୍ତ ପ୍ରସନ୍ନତା — Much favour; great favour
  • ସଂ. ବି — (ବହୁବ୍ରୀହି) ଶିବ; ମହାଦେବ (ତ୍ରିକାଣ୍ଡ ଶେଷ) — Ṡiba