ସୁପ୍ରଭା Suprabhā

  • ସଂ. ବିଣ. ସ୍ତ୍ରୀ — ସୁପ୍ରଭର ସ୍ତ୍ରୀ ଲିଙ୍ଗ — Feminine of suprabha
  • ସଂ. ବି. ସ୍ତ୍ରୀ — ସୋମରାଜୀ (ଦେଖ) — Somarāji (See)
  • ସଂ. ବି. ସ୍ତ୍ରୀ — ଅଗ୍ନିଙ୍କର ଏକ ଜିହ୍ୱା — One of the tongues of Agni
  • ସଂ. ବି. ସ୍ତ୍ରୀ — ସ୍କନ୍ଦରଙ୍କ ଏକ ମାତୃକା — Name of a Mātṛukā of Skanda