ସୁପ୍ରଭାତ Suprabhāta

  • ସଂ. ବି (କର୍ମଧା) — ଶୁଭସୁଚକ ପ୍ରଭାତ — An auspicious morning
  • ସଂ. ବି (କର୍ମଧା) — [ଦ୍ର—ବାମନପୁରାଣରେ 14 ଶ ଅଧ୍ୟାୟୋକ୍ତ ଗୋଟିଏ ସ୍ତୋତ୍ର ରାତିରେ ଶୋଇଲାବେଳେ ପାଠ କଲେ ମନୁଷ୍ୟର ଦୁଃସ୍ୱପ୍ନ— ନାଶ ହୋଇ ରାତ୍ରିଶେଷରେ ସୁପ୍ରଭାତ ହୁଏ ବୋଲି ଲେଖା ଅଛି। ଏଥିରେ "ବ୍ରହ୍ମା ମୁରାରି ସ୍ତ୍ରୀ ପୁରାନ୍ତକାରୀ, ଭାନୁଃ ଶଶୀ ଭୂମିସୁତୋ ବୁଧଶ୍ଚ; ଗୁରୁଃଶ୍ଚ ଶୁକ୍ରଃ ଶନି ରାହୁ କେତୁ, କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତ" ଏହିପରି ଆଉ 3 ଟି ଶ୍ଳୋକ ଅଛି।] — [ଦ୍ର—ବାମନପୁରାଣରେ14ଶ ଅଧ୍ୟାୟୋକ୍ତ ଗୋଟିଏ ସ୍ତୋତ୍ର ରାତିରେ ଶୋଇଲାବେଳେ ପାଠ କଲେ ମନୁଷ୍ୟର ଦୁଃସ୍ୱପ୍ନ— ନାଶ ହୋଇ ରାତ୍ରିଶେଷରେ ସୁପ୍ରଭାତ ହୁଏ ବୋଲି ଲେଖା ଅଛି ଏଥିରେ "ବ୍ରହ୍ମା ମୁରାରି ସ୍ତ୍ରୀ ପୁରାନ୍ତକାରୀ, ଭାନୁଃ ଶଶୀ ଭୂମିସୁତୋ ବୁଧଶ୍ଚ; ଗୁରୁଃଶ୍ଚ ଶୁକ୍ରଃ ଶନି ରାହୁ କେତୁ, କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତ" ଏହିପରି ଆଉ3ଟି ଶ୍ଳୋକ ଅଛି]
  • ସଂ. ବି (କର୍ମଧା) — ମେଘାଦିବିହୀନ ପ୍ରଭାତ — A cloudless or clear morning
  • ସଂ. ବି (କର୍ମଧା) — ପ୍ରାତଃକାଳରେ ପାଠ୍ୟ ସ୍ତୋତ୍ର — Morning prayer
  • ଦେ. ଅ—(ଆଧୁନିକ) — ପ୍ରଭାତକାଳୀନ ଅଭିବାଦନ — Good morning
  • ସଂ. ବିଣ — ଅତିଶୟ ପ୍ରଭାଯୁକ୍ତ — Effulgent
  • ସଂ. ବିଣ — ଶୁଭସୂଚକ ପ୍ରଭାତଯୁକ୍ତ (ଦିବସ) — (Day) Having an auspicious morning