ସୁପ୍ରଭାତା Suprabhātā
- ସଂ. ବିଣ — ସୁପ୍ରଭାତଯୁକ୍ତା (ରାତ୍ରି) — (night) Followed by a good morning
- ସଂ. ବି — ଭାଗବତ 5 ମ ସ୍କଦ୍ଧ 2 ୟ ଅଧ୍ୟାୟରେ ବର୍ଣ୍ଣିତ 7 ଗୋଟି ମହାନଦୀ ମଧ୍ୟରୁ ଗୋଟିଏ — ଭାଗବତ5ମ ସ୍କଦ୍ଧ2ୟ ଅଧ୍ୟାୟରେ ବର୍ଣ୍ଣିତ7ଗୋଟି ମହାନଦୀ ମଧ୍ୟରୁ ଗୋଟିଏ—One of the 7 great rivers mentioned in the Bhāgabata
- ସଂ. ବି — [ଦ୍ର—ଏହି 7 ଗୋଟି ମଦାନଦୀର ନାମ। ଯଥା— ଅରୁଣା, ସୃମଣା, ଆଙ୍ଗିରସୀ, ସାବିତ୍ରୀ, ସୁପ୍ରଭାତା, ଋତମ୍ବରା ଓ ସତ୍ୟମ୍ଭରା।) — [ଦ୍ର—ଏହି7ଗୋଟି ମଦାନଦୀର ନାମ ଯଥା— ଅରୁଣା, ସୃମଣା, ଆଙ୍ଗିରସୀ, ସାବିତ୍ରୀ, ସୁପ୍ରଭାତା, ଋତମ୍ବରା ଓ ସତ୍ୟମ୍ଭରା)