ସୁପ୍ରତିଷ୍ଠିତ Supratishṭhita

  • ସଂ. ବିଣ — ଉତ୍ତମରୂପେ ପ୍ରତିଷ୍ଠିତ — Well established
  • ସଂ. ବିଣ — ସୁଖ୍ୟାତିଯୁକ୍ତ — Famous
  • ସଂ. ବି — ଉଡ଼ୁମ୍ବର ବୃକ୍ଷ (ରାଜ— ନିର୍ଘଣ୍ଟ) — The fig tree
  • ସଂ. ବି — ଯୋଗର ସମାଧିବିଶେଷ (ହି.ଶ) — A kind of Samādhi in J̄oga