ସୁପୁଷ୍ପ Supushpā
- ସଂ. ବି — ସୁନ୍ଦର ପୁଷ୍ପ — A nice flower
- ସଂ. ବି — ଲବଙ୍ଗ (ଶବ୍ଦ ଚନ୍ଦ୍ରିକା) — Cloves (spice)
- ସଂ. ବି — ଆହୁଲ୍ୟ (ରାଜନିର୍ଘଣ୍ଟ) — Name of a plant
- ସଂ. ବି — ପୌଣ୍ଡରୀକ (ରାଜନିର୍ଘଣ୍ଟ); ଏକ ପ୍ରକାର କଇଁ ମୂଳ — The root stock of Nymphea Lotus
- ସଂ. ବି — ସ୍ତ୍ରୀମାନଙ୍କ ରଜଃ (ଶବ୍ଦ କଳ୍ପଦ୍ରୁମ) — Menses
- ସଂ. ବି — ତୂଳ; ତୁତ୍କୋଳି ଗଛ — Mulberry
- ସଂ. ବି — ରକ୍ତ ପୁଷ୍ପକ; ପାଳଧୂଆ ଗଛ (ଶବ୍ଦ ଚନ୍ଦ୍ରିକା) — The Indian coral tree
- ସଂ. ବି — ଶିରୀଷ (ରାଜନିର୍ଘଣ୍ଟ) — Acacia Lebbek
- ସଂ. ବି — ହରିଦ୍ରୁ (ରାଜନିର୍ଘଣ୍ଟ); ଦାରୁ ହରିଦ୍ରା; ଦାରୁହଳଦୀ — Berberis Asiatica
- ସଂ. ବି — ରାଜତରୁଣୀ (ରାଜ ନିର୍ଘଣ୍ଟ); ସ୍ୱର୍ଣ୍ଣଜାତୀ — jasminum Grandiflorum
- ସଂ. ବି — ମୁଚୁକୁନ୍ଦ — Pterospermum Acerefolium
- ସଂ. ବି — ଶ୍ୱେତ ଆକନ୍ଦ — White Calotropis Gigantea