ସୁପୁତ୍ରିକା Suputrikā

  • ସଂ. ବି — ଜତୁକା ଲତା (ରାଜନିର୍ଘଣ୍ଟ); ପର୍ପଟୀ — A kind of Creeper
  • ସଂ. ବିଣ. ସ୍ତ୍ରୀ — ଯୋଗ୍ୟ ପୁତ୍ରବତୀ (ହି.ଶ) — (a womn) Having a worthy son
  • ସଂ. ବିଣ. ସ୍ତ୍ରୀ — ସୁନ୍ଦରୀ କନ୍ୟାବିଶିଷ୍ଟା — Having a fine daughter