ସୁପୀବା Supībā

  • ସଂ. ବି. ପୁଂ (ସୁପୀବନ୍ ଶବ୍ଦ; ସୁ+ପା ଧାତୁ+କର୍ତ୍ତୃ ବନ୍) — ଉତ୍ତମରୂପେ ପାନକାରୀ ବ୍ଯକ୍ତି; ଶୋଭନ ପାନକର୍ତ୍ତା (ମୁଗ୍ଧ ବୋଧ) — Excellent drinker