ସୁପର୍ବ୍ୱା Suparbbā

  • ସଂ. ବିଣ (ବହୁବ୍ରୀହି; ସୁ+ପର୍ବନ୍; 1 ମା. 1 ବ.) — ସୁନ୍ଦର ପବଯୁକ୍ତ — Having nice internodes
  • ସଂ. ବିଣ (ବହୁବ୍ରୀହି; ସୁ+ପର୍ବନ୍; 1 ମା. 1 ବ.) — (ସ୍ତ୍ରୀ) ସୁପର୍ବର ସ୍ତ୍ରୀ ଲିଙ୍ଗ — Feminine of Suparba
  • ସଂ. ବି — ଦେବତା (ଅମର) — Deity; heavenly beings
  • ସଂ. ବି — ବାଣ (ମେଦିନୀ) — Arrow
  • ସଂ. ବି — ବଂଶ; ବାଉଁଶ (ମେଦିନୀ) — Bamboo
  • ସଂ. ବି — ଧୁମ (ମେଦିନୀ) — Smoke
  • ସଂ. ବି — ଶ୍ୱେତ ଦୁର୍ବା (ରାଜନିର୍ଘଣ୍ଟ) — The white variety of Doob grass