ସୁପର୍ଦ୍ Supard

  • ବୈଦେ. ବି (କଚିରିଆ) (ଫା. ସୁପର୍ଦ) — କୌଣସି ବିଷୟ ବା ମକଦ୍ଦମା ବା ଆସାମୀକୁ ଅନ୍ଯ ବ୍ଯକ୍ତିଙ୍କ ନିକଟକୁ ବିଚାର ବା ରକ୍ଷଣ ନିମନ୍ତେ ପ୍ରେରଣ — Commitment consignment
  • ବୈଦେ. ବି (କଚିରିଆ) (ଫା. ସୁପର୍ଦ) — (ଉ—ଦଉରା ସୁଦର୍ପ୍; ଫଉଜଦାରୀ ସୁପର୍ଦ୍।)