ସୁପର୍ଣ୍ଣୀ Suparṇṇī

  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ପଦ୍ମିନୀ — The lotus plant
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ବିନତା; ଗରୁଡ଼ ମାତା — The mother of Garuṟḍ̠a, the king of birds
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ମାଈ ଚଢ଼େଇ (ହି.ଶ) — A she-bird
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ପଳାସୀ (ଦେଖ) (ହି.ଶ) — Paḻāsī (See)
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ରାତ୍ରୀ; ରାତି (ହି.ଶ) — Night
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ରେଣୁକା (ଦେଖ) (ହି.ଶ) — Reṇukā (See)
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ଅଗ୍ନିଙ୍କ ସପ୍ତଜିହ୍ୱା ମଧ୍ୟରୁ ଏକ (ହି.ଶ) — One of the tongues of the Fire
  • ସଂ. ବି. ସ୍ତ୍ରୀ (ସୁପର୍ଣ୍ଣ+ଈ) — ଗରୁଡ଼ (ହି.ସ) — Garuṟḍ̠a