ସୁପର୍ଣ୍ଣ Suparṇṇa

  • ସଂ. ବିଣ (ସୁ=ସୁନ୍ଦର+ପର୍ଣ୍ଣ=ପକ୍ଷ ଯାହାର) — ସୁନ୍ଦର ପତ୍ରବିଶିଷ୍ଟ — Having beautiful leaves
  • ସଂ. ବିଣ (ସୁ=ସୁନ୍ଦର+ପର୍ଣ୍ଣ=ପକ୍ଷ ଯାହାର) — ସୁନ୍ଦର ପକ୍ଷବିଶିଷ୍ଟ — Having beautiful wings
  • ସଂ. ବି — ପକ୍ଷିରାଜ ଗରୁଡ଼ (ଅମର) — Garuṟḍ̠a, the king of birds
  • ସଂ. ବି — [ଦ୍ର— ଅମୃତ ହରଣ କଲାବେଳେ ଗରୁଡ଼ ବଜ୍ର ଦ୍ୱାରା ଆହତ ହୋଇ ସୁଦ୍ଧା ହାସ୍ୟମୁଖରେ କହିଲେ, 'ଦେଖ, ଦେବରାଜ! ବଜ୍ରାଘାତରେ ମୋର କିଛି ଅନିଷ୍ଟ ହୋଇ ନାହିଁ, କିନ୍ତୁ ବଜ୍ର ସମ୍ମାନ ନିମିତ୍ତ ମୁଁ ଗୋଟିଏ ପକ୍ଷ ପରିତ୍ୟାଗ କରୁ— ଅଛି। ଏହି ପକ୍ଷଟିକୁ ସୁନ୍ଦର ଦେଖି ଦେବତାମାନେ ଗରୁଡ଼କୁ 'ସୁପର୍ଣ୍ଣ' ନାମ ଦେଲେ'।]
  • ସଂ. ବି — ସ୍ୱର୍ଣ୍ଣଚୁଡ଼ ପକ୍ଷୀ (ମେଦିନୀ) — A species of fowl
  • ସଂ. ବି — କୃତମାଳକ ବୃକ୍ଷ (ମେଦିନୀ); ଆରଗ୍ବଧ; ସୁନାରି ଗଛ — A tree; Cassia Fistula
  • ସଂ. ବି — କୁକ୍କୁଟ — Cock
  • ସଂ. ବି — ପକ୍ଷୀ (ହି.ଶ) — Bird
  • ସଂ. ବି — କିରଣ (ହି.ଶ) — Ray
  • ସଂ. ବି — ବିଷ୍ଣୁ (ହି.ଶ) — Bishṇu
  • ସଂ. ବି — ଅଶ୍ୱ (ହି.ଶ) — Horse
  • ସଂ. ବି — ବ୍ୟୂହ ରଚନା— ବିଶେଷ (ହି.ଶ) — A kind of battle array