ସୁପର୍ଣ୍ଣକ Suparṇṇaka
- ସଂ. ବି — ଆରଗ୍ବ୍ଧ ବା ସୁନାରି ଗଛ (ରତ୍ନାମାଳା) — A tree; Cassia Fistula
- ସଂ. ବି — ସପ୍ତଚ୍ଛଦ (ଜଟାଧାର) (ଦେଖ) — Sapta chchhada (See);
- ସଂ. ବି — ଗରୁଡ଼ — The king of birds
- ସଂ. ବିଣ — ସୁନ୍ଦର ପତ୍ର ବିଶିଷ୍ଟ — Having nice leaves
- ସଂ. ବିଣ — ସୁନ୍ଦର ପକ୍ଷ— ବିଶିଷ୍ଟ — Having nice feathers