ସୁପର୍ଣ୍ଣ କେତୁ Suparṇṇa ketu

  • ସଂ. ବି (ବହୁବ୍ରୀହି; ସୁପର୍ଣ୍ଣ=ଗରୁଡ଼ ଅଟେ କେତୁ= ପତାକାର ଚିହ୍ନ ଯାହାଙ୍କର) — ଗରୁଡ଼ଧ୍ୱଜ; ବିଷ୍ଣୁ (ହଳାୟୁଧ) — Bishṇu
  • ସଂ. ବି (ବହୁବ୍ରୀହି; ସୁପର୍ଣ୍ଣ=ଗରୁଡ଼ ଅଟେ କେତୁ= ପତାକାର ଚିହ୍ନ ଯାହାଙ୍କର) — ଶ୍ରୀକୃଷ୍ଣ (ହି.ଶ) — Srīkṛushṅa