ସୁପଟ Supaṭa

  • ପ୍ରାଦେ. (ପାଟଣ) ବିଣ — ସୁନ୍ଦର — Beautiful
  • ସଂ. ବି. (କର୍ମଧା) — ସୁନ୍ଦର ବସ୍ତ୍ର (ହି.ଶ) — Fine cloth
  • ସଂ. ବିଣ. ପୁଂ (ବହୁବ୍ରୀହି) — ସୁନ୍ଦର ବସ୍ତ୍ର ବିଶିଷ୍ଟ (ହି.ଶ) — Having good cloth