ସୁନ୍ହଟ Sun-haṭa

  • ଦେ. ବି [ନାମ] — ହରିବଂଶ ଓ ଭାଗବତରେ ବର୍ଣ୍ଣିତ ପ୍ରାଚୀନ ଶୋଣିତପୁର ବା ଶ୍ରୋଣିତପୁର — Ancient Soṇitapura described in Harbaṁṡa and Bhāgabata, near modern Balasore
  • ଦେ. ବି [ନାମ] — (ଉ—ଏଠାରେ ଉଷାମେଢ଼ର ଭଗ୍ନାବିଶେଷ ଅଦ୍ୟାବଧି ଅଛି। କବିବର ୰ରାଧାନାଥଙ୍କ ପ୍ରସିଦ୍ଧ 'ଉଷା' କାବ୍ୟ ଏହି କିମ୍ବଦନ୍ତୀ ଉପରେ ପ୍ରତିଷ୍ଠିତ। ଏହା ବାଲେଶ୍ୱର ନଗରର ଅଦୂରରେ ଅବସ୍ଥିତ।]