ସୁନ୍ଦେରୀ Suderī

  • ଗ୍ରା. (ଇତର) ବିଣ. ସ୍ତ୍ରୀ (ସଂସ୍କୃତ ସୁନ୍ଦରୀର ମୁର୍ଖ ଲୋକଙ୍କ ଅଶୁଦ୍ଧ ଉଚ୍ଚାରଣ) — ସୁନ୍ଦର ସ୍ତ୍ରୀଲିଙ୍ଗ — Feminine of Sundara
  • ଗ୍ରା. (ଇତ) ବି. ସ୍ତ୍ରୀ — ସୁରୂପା ସ୍ତ୍ରୀ — A beautiful woman