ସୁନ୍ଦରି Sundari

  • ଦେ. ବି — ସୁନ୍ଦର ସଂ. ବି 2 [ଦେଖ] — ସୁନ୍ଦର ସଂ. ବି2[ଦେଖ]— . Sundara Sans 2 (See)
  • ଦେ. ବି — ନଦୀ ମୁହାଣ ପଟୁରେ ଜନ୍ମିବା ଏକପ୍ରକାର ଗଛ — A kind of tree; Heritiera Minor
  • ଦେ. ବି — [ଦ୍ର—ଏହା 30 \ 40 ଫୁଟ ଉଚ୍ଚ ହୁଏ; ଏହାର କାଠ ନାଲି। ଏହା କଲିକତାରେ ଜାଳଣି କାଠ ରୂପେ ବିକିରି ହୁଏ; ଏହା ସୁନ୍ଦରବଣରେ ବେଶି ଜନ୍ମେ।] — [ଦ୍ର—ଏହା30\40ଫୁଟ ଉଚ୍ଚ ହୁଏ; ଏହାର କାଠ ନାଲି ଏହା କଲିକତାରେ ଜାଳଣି କାଠ ରୂପେ ବିକିରି ହୁଏ; ଏହା ସୁନ୍ଦରବଣରେ ବେଶି ଜନ୍ମେ]
  • ସଂ. ସ୍ତ୍ରୀ (ସମ୍ବୋଧନ) — 'ସୁନ୍ଦରୀ' ସମ୍ବୋଧନ — Vocative case of Sundarī