ସୁନ୍ଦରିମା Sundarimā

  • ସଂ. ବି [ସୁନ୍ଦର+ଭାବେ ଇମନ୍] — ସୁନ୍ଦରତ୍ୱ; ସୌନ୍ଦର୍ଯ୍ୟ — Beauty
  • ସଂ. ବି [ସୁନ୍ଦର+ଭାବେ ଇମନ୍] — [ଉ—ବିଧାତା, ଭଗ୍ନେ ଉର୍ବଶୀ ସୁନ୍ଦରିମା ଟାଣ—ଭଞ୍ଜ, ବୈଦେହୀଶବିଳାସ।]
  • ସଂ. ବି [ସୁନ୍ଦର+ଭାବେ ଇମନ୍] — [ଦ୍ର—ସଂସ୍କୃତ ଭାଷାରେ ସୌନ୍ଦର୍ଯ୍ୟ ଅର୍ଥରେ ସୁନ୍ଦରିମା ଶବ୍ଦର ବ୍ଯବହାର ଦେଖାଯାଏ ନାହିଁ।]