ସୁନ୍ଦରି (ଇତ୍ୟାଦି) Sundari (etc)

  • ଦେ. ବି — (ସଂ. ସିନ୍ଦୂର)—ସିନ୍ଦୂରା ଇତ୍ୟାଦି (ଦେଖ) — Sindūrā etc (See)
  • ଦେ. ବି — ପାଇକ ଓ ଖଣ୍ଡାଏତମାନଙ୍କର ବଂଶୋପାଧିବିଶେଷ
  • ଦେ. ବି — ଶୂଦ୍ରଜାତିବିଶେଷ — A kind of Sūdra caste