ସୁନ୍ଦରା ସୁନା Sundarāsunā

  • ଦେ. ବିଣ. ସ୍ତ୍ରୀ (ବ୍ୟଙ୍ଗ) — ସ୍ତ୍ରୀ ଲୋକଙ୍କପ୍ରତି ବ୍ୟଙ୍ଗରେ ପ୍ରଯୁକ୍ତ ଶବ୍ଦ — A term of gibe applied to females