ସୁନ୍ଥାଣି Sunthāṇi

  • ଦେ. ବି (ସଂ. ସୀମନ୍ତ) — ସିଁଥି (ଦେଖ) — Siñthi (See)
  • ଦେ. ବି (ସଂ. ସୀମନ୍ତ) — ମୁଣ୍ଡତଳର ତକିଆ — Pilow for the head
  • ଦେ. ବି (ସଂ. ସୀମନ୍ତ) — [ଉ—ବାବୁ ଭୀମ ଯହିଁରେ ସୁଯୋଧନ ପ୍ରାଣ, ନିଅନ୍ତୁ ମଲୁ ତାହା କରିଣ ସୁନ୍ଥାଣ। କୃଷ୍ଣସିଂହ, ମହାଭାରତ, ବନ।]