ସୁନେପାଳି Sunepāḻī
- ସଂ. ବି (ବୈଦ୍ଯକ) — ପିଣ୍ଡଖର୍ଜୁରବିଶେଷ; ଛୁଆରା — A species of sweet date; the fruit of Phoenia Dactylifera
- ସଂ. ବି (ବୈଦ୍ଯକ) — (ଦ୍ର—ଏହା ଭାରତର ପଶ୍ଚିମ ଦେଶମାନଙ୍କରେ ଜନ୍ମେ। ଏହା ମଧୁର ରସ, ମଧୁର ବିପାକ, ଶୀତବୀର୍ଯ୍ୟ ସ୍ନିଗ୍ଧ, ଗୁରୁପାକ, ତୃପ୍ତିକର, ରୁଚିକର, ପୁଷ୍ଟିକାରକ, ବଳବର୍ଦ୍ଧକ, ଶୁକ୍ରଜନକ ଏବଂ ଶ୍ରାନ୍ତି, ଭ୍ରାନ୍ତି, ଦାହ, ମୂର୍ଚ୍ଛା ଓ ରକ୍ତପିତ୍ତ ରୋଗରେ ଉପକାରକ।]