ସୁନେତ୍ର Sunetra

  • ସଂ. ବି — ସୁନ୍ଦର ନୟନ — Nice or beautiful eye
  • ସଂ. ବିଣ. ପୁଂ (ବହୁବ୍ରୀହି) — ସୁନ୍ଦରନୟନବିଶିଷ୍ଟ — Having graceful eyes