ସୁନୃତ Sunṛuta
- ଦେ. ବିଣ (ସଂ. ସୂନୃତ) — ସତ୍ୟ ଓ ପ୍ରିୟ — True and amiable
- ଦେ. ବିଣ (ସଂ. ସୂନୃତ) — (ଉ—ସୁନୃତ ବାକ୍ୟ ସୁଧାଧାର ମୁନିଙ୍କି ଚାହିଁ ନୃପବର—ଜଗନ୍ନାଥ, ଭାଗବତ।)
- ଦେ. ବିଣ (ସଂ. ସୂନୃତ) — [ଦ୍ର— ସଂସ୍କୃତ ଭାଷାରେ 'ଋତ' ଶବ୍ଦର ଅର୍ଥ ସତ୍ୟ, ନ+ଋତୁ= 'ଅନୃତ' ଶବ୍ଦର ଅର୍ଥ ମିଥ୍ୟା। ହିତୋପଦେଶରେ ବିଷ୍ଣୁଶର୍ମା ('ବାକ୍ଚତୁର୍ଥୀ ତ ସୁନୃତା') 'ସୁନୃତା' ଶବ୍ଦ ସତ୍ୟ ଓ ପ୍ରିୟ କଥା ଅର୍ଥରେ ପ୍ରଯୋଗ କରିଅଛନ୍ତି। ଏଭଳି ପ୍ରୟୋଗ ପ୍ରାମାଦିକ ପରି ମନେହୁଏ। କୌଣସି ଅଭିଧାନରେ 'ସୁନୃତ' ଶବ୍ଦର ପ୍ରୟୋଗ ଦେଖାଯାଏ ନାହିଁ।]