ସୁନିଶ୍ଚିତ Suniṡchita

  • ସଂ. ବିଣ — ଅତି ନିଶ୍ଚିତ — Very sure or certain; absolutely certain
  • ସଂ. ବିଣ — ସୁନିର୍ଦ୍ଧାରିତ — Well ascertained
  • ସଂ. ବି. ବୁଦ୍ଧବିଶେଷ (ତ୍ରିକାଣ୍ଡଶେଷ) — Name of a Buddhist saint