ସୁନିଦ୍ରା Sunidrā

  • ସଂ. ବି — ସ୍ୱପ୍ନ ବା ଜାଗରଣରହିତ ନିଦ୍ରା; ଗାଢ଼ ନିଦ୍ରା — Sound sleep; sleep undistrubed by dream or waking
  • ସଂ. ବିଣ. ସ୍ତ୍ରୀ — ସୁନିଦ୍ରର ସ୍ତ୍ରୀଲିଙ୍ଗ — Feminine of Sunidra