ସୁନିଆ ପୂଜା Suniā pūjā

  • ଦେ. ବି — ରାଜା ଓ ଜମିଦାରମାନେ ସୁନିଆ ଦିନ ବେଦୀରେ ବସି ଗଣପତି, ସରସ୍ୱତୀ, ଲକ୍ଷ୍ମୀ ଆଦି ଦେବତାଙ୍କୁ ଓ ସିରସ୍ତାକୁ ଯେଉଁ ପୂଜା କରନ୍ତି — A ceremonial worship done by a Rājā or Zamindar on the Suniā day
  • ଦେ. ବି — [ଦ୍ର—ପ୍ରତ୍ୟେକ ଜମିଦାର ବା ରାଜା ସେ ଦିନ ଗୋଟିଏ ପୁରୁଣା ସ୍ୱର୍ଣ୍ଣମୁଦ୍ରା ବା ଟଙ୍କା (ଯାହା ବଂଶାନୁକ୍ରମେ ସଂଚିତ ହୋଇଥାଏ ଓ ସୁନିଆ ଦିନ ପୂଜା କରାଯାଏ)କୁ ମଧ୍ୟ ପୂଜା କରନ୍ତି।]