ସୁନାଶୀର Sunāṡīra

  • ସଂ. ବି [ସୁ=ଉତ୍ତମ+ନାଶୀ(ସୀ)ର=ପୁରୋବର୍ତ୍ତୀ ସୈନ୍ୟ ଯାହାର; ଅନ୍ଯରୂପ ଶୁନାଶୀ(ସୀ)ର] — ଇନ୍ଦ୍ର (ଅମର) — The God Indra
  • ସଂ. ବି [ସୁ=ଉତ୍ତମ+ନାଶୀ(ସୀ)ର=ପୁରୋବର୍ତ୍ତୀ ସୈନ୍ୟ ଯାହାର; ଅନ୍ଯରୂପ ଶୁନାଶୀ(ସୀ)ର] — ଦେବତା (ହି. ଶ) — Deity
  • ଦେ. ବି — ପ୍ରଧାନ ଯୋଦ୍ଧା — Great warrior
  • ଦେ. ବି — (ର—ବସଇ ସୁନାସୀରେକ ତହିଁ, ଏକେତେ ସୁନାସୀରରେ ଶୋହି, ଏପରି ହୋଇ ଚିତ୍ରରଥହିଁ, କେବଳ ବର୍ଣ୍ଣ ଯେ—ଭଞ୍ଜ, ବୈଦେହୀଶବିଳାସ।]