ସୁନା ରାଗଡ଼ା Sunā rāgaṟḍ̠ā

  • ପ୍ରାଦେ. (ଗଡ଼ଜାତ) ବି — ବନ୍ୟ ବୃକ୍ଷବିଶେଷ — A kind of wild tree
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହା 5 - 7 ହାତ ଉଚ୍ଚ। ଏଥିର ମୂଳ କାଟି କରି ବାତଫୁଲା ଓ ରକ୍ତ ଗଡ଼ିଥିବା ଅଙ୍ଗରେ ବୋଳି ଦେଲେ ଉପକାର ହୁଏ।] — [ଦ୍ର—ଏହା5 - 7ହାତ ଉଚ୍ଚ ଏଥିର ମୂଳ କାଟି କରି ବାତଫୁଲା ଓ ରକ୍ତ ଗଡ଼ିଥିବା ଅଙ୍ଗରେ ବୋଳି ଦେଲେ ଉପକାର ହୁଏ]