ସୁନା ମୁଗ Sunā muga

  • ଦେ. ବି — ଏକପ୍ରକାର ମୁଗ (ମୁଗ ଦେଖ) — A species of mung pulse; Phaseolus Aurea
  • ଦେ. ବି — [ଦ୍ର—ଏହା ଈଷତ୍ ହଳଦିଆ ଥିବାରୁ ଏଥିର ନାମ— କରଣ ଏପରି ହୋଇଅଛି। ଏହି ମୁଗର ଡାଲି ଅତ୍ୟନ୍ତ ସୁସ୍ୱାଦୁ ବୋଲି ଆଦୃତ।]