ସୁନା ମଣ୍ଡା Sunā mandā

  • ଦେ. ବିଣ (ସଂ. ସ୍ୱର୍ଣ୍ଣମଣ୍ଡିତ) — ସ୍ୱର୍ଣ୍ଣ ଭୂଷିତ; ସୁନାରେ ଛାଉଁଣି ହୋଇଥିବା — Adorned or overlaid with gold
  • ଦେ. ବିଣ (ସଂ. ସ୍ୱର୍ଣ୍ଣମଣ୍ଡିତ) — [ଉ—ସୁନାମଣ୍ଡାପୃଷ୍ଠ ଧନୁକୁ ବହି କରେ। କୃଷ୍ଣସିଂହ, ମହାଭାରତ, ବନ।]