ସୁନା ମଣି Sunā maṇi

  • ଦେ. ବି. ସ୍ତ୍ରୀ — ସ୍ତ୍ରୀ ଲୋକଙ୍କ ନାମ — A name given to females
  • ଦେ. ବି. ସ୍ତ୍ରୀ — (ଶିଶୁରଞ୍ଜନ ଭାଷା) ପ୍ରିୟତମ ଶିଶୁ ବାଳକମାନଙ୍କ ଜନନେନ୍ଦ୍ରିୟ; ଗୁଡ଼ — (A term of the nursery) An ephemistic term used for the penis of a pet male-child