ସୁନା ମକେଇ Sunā makei

  • ଦେ. ବି (ସଂ. ସ୍ୱର୍ଣ୍ଣପତ୍ରିକା) — କାଞ୍ଚନାଦିବର୍ଗର କ୍ଷୁପବିଶେଷ — Sena Cassia Augustifolia
  • ଦେ. ବି (ସଂ. ସ୍ୱର୍ଣ୍ଣପତ୍ରିକା) — [ଦ୍ର—ଏହାର ପତ୍ର ତେନ୍ତୁଳି ପତ୍ର ପରି, କିନ୍ତୁ ବଡ଼; ପତ୍ରର ବର୍ଣ୍ଣ ସୁନେଲି। ଦକ୍ଷିଣ ଭାରତରେ ଏ ଗଛର କୃଷି ହୁଏ ଓ ଅନ୍ୟତ୍ର ଜଙ୍ଗଲରେ ଏ ଗଛ ହୁଏ। ଏ ଗଛର ପତ୍ର ମୃଦୁବିରେଚକ। ଏହା ମଳରୋଧ, ଅଗ୍ନିମାନ୍ଦ୍ୟ, ପ୍ଳୀହା ଓ ଯକୃତ୍ ବୃଦ୍ଧି, ଅଜୀର୍ଣ୍ଣ, ବିଷମଜର, କାମଳ ଓ ପାଣ୍ଡୁରୋଗରେ ଉପକାରୀ।]