ସୁନା ଭାତ Sunā bhāta

  • ଦେ. ବି — ମୂଲ୍ୟବାନ୍ ଅନ୍ନ — Valuable food
  • ଦେ. ବି — (ଉ—ଏଥିରୁ ଅଧିକ ତ ହୋଇ କପା ନାହିଁ, ଆଉ କେ ଅଛି କହ ସୁନା ଭାତ ଖାଇ—କୃଷ୍ଣସିଂହ, ମହାଭାରତ, ସଭା)