ସୁନା ବେଶ Sunā beṡa

  • ଦେ. ବି — ଗୁଣ୍ଡିଚା ପରେ ବାହୁଡ଼ା ଯାତ୍ରାରେ ଜଗନ୍ନାଥ ବଳଭଦ୍ରଙ୍କ ରଥମାନ ସିଂହଦ୍ୱାରକୁ ଫେରି ଆସିବା ପରେ ଦେବଗ୍ରହମାନଙ୍କର ସ୍ୱର୍ଣ୍ଣାଭରଣରେ ଯେଉଁ ବେଶ ହୁଏ — The dress of gold worn by the idols of the Jagannātha temple of Puri after the cars have returned from Gundichā ghara to the lion's gate
  • ଦେ. ବି — [ଦ୍ର—ଏ ବେଶକୁ ଦର୍ଶନ କରିବା ପାଇଁ ବହୁ ଯାତ୍ରୀ ରୁଣ୍ଡ ହୁଅନ୍ତି।]